କୁନ୍ଦନକାମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ଦନକାମ
ଉଚ୍ଚାରଣ: Kundanakāma
জড়াউ कुंदन

ଦେ. ବି. (ସଂ. କୁନ୍ଦନ) —

ସୁନାର ଅଳଙ୍କାର ଉପରେ ବହୁମୂଲ୍ୟ ରତ୍ନାଦି ବସାଯିବା କାରିଗରି — Work of artistic setting of gems on gold.

[ଦ୍ର—ଦାକ୍ଷିଣାତ୍ୟର ବଣିଆମାନଙ୍କର କୁନ୍ଦନକାମ ଭାରତ— ପ୍ରସିଦ୍ଧ]