କୁଭା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଭା
ଉଚ୍ଚାରଣ: Kubhā

ସଂ. ବିଣ —

ଏକତ୍ରୀଭୂତ; ରାଶୀକୃତ ବା ଗଦା ହୋଇଥିବା — Heaped together.

ସଂ. ବି. (କୁ=କୁତ୍ସିତ; ପୃଥିବୀ+ଭା=ଦୀପ୍ତି) —

୧: କୁତ୍ସିତ ଦୀପ୍ତି —୧. An ugly splendour.

୨: ପୃଥିବୀର ଛାଇ — ୨. The shadow of the earth.

୩: ରାହୁ —୩. The ascending node (counted as one of the planets in hindu Astronomy) which falls upon the moon at eclipse.

୪: କାବୁଲ ନଦୀ; ଏହା ସିନ୍ଧୁ ନଦୀର ଉପନଦୀବିଶେଷ — ୪. A river falling into the Indus. (M.W.)

ପ୍ରାଦେ. (ବାଲେଶ୍ବର) ବି —

କୋବା (ଦେଖ) Kobā (See)