କୁଭା
ଦେଖଣା
କୁଭା —
ଉଚ୍ଚାରଣ: Kubhā
ସଂ. ବିଣ —
ଏକତ୍ରୀଭୂତ; ରାଶୀକୃତ ବା ଗଦା ହୋଇଥିବା — Heaped together.
ସଂ. ବି. (କୁ=କୁତ୍ସିତ; ପୃଥିବୀ+ଭା=ଦୀପ୍ତି) —
୧: କୁତ୍ସିତ ଦୀପ୍ତି —୧. An ugly splendour.
୨: ପୃଥିବୀର ଛାଇ — ୨. The shadow of the earth.
୩: ରାହୁ —୩. The ascending node (counted as one of the planets in hindu Astronomy) which falls upon the moon at eclipse.
୪: କାବୁଲ ନଦୀ; ଏହା ସିନ୍ଧୁ ନଦୀର ଉପନଦୀବିଶେଷ — ୪. A river falling into the Indus. (M.W.)
ପ୍ରାଦେ. (ବାଲେଶ୍ବର) ବି —
କୋବା (ଦେଖ) Kobā (See)