କୁମୁଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମୁଡ଼ା
ଉଚ୍ଚାରଣ: kumuṟḍ̠ā

ପ୍ରାଦେ. (ମେଦିନୀପୁର) ବି. (ସଂ. କୁଷ୍ମାଣ୍ଡ; ପ୍ରା. କୁମ୍ହଡ; କୁଭଂଡ; ତୁଳ; ବଂ. ଛାଚି କୁମଡ଼ା) —

ପାଣିକଖାରୁ — White gourd; pumpkin.