କୁମ୍ଭକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭକ
ଉଚ୍ଚାରଣ: Kumbhaka

ସଂ. ବି. (କୁମ୍ଭ+କ) —

୧: (ଯୋଗ) ଦକ୍ଷିଣହସ୍ତାଦ୍ବାରା ଦୁଇ ନାସପୁଟ ବନ୍ଦ କରି ବାମ ନାସାଦ୍ବାରା ପେଟକୁ ନିଆ— ଯାଇଥିବା ଶ୍ବାସବାଯୁ ନିରୋଧନ; ପ୍ରାଣୟମରେ ବାଯୁ— ନିରୋଧ କ୍ରିୟା; ଦୁଇ ନାସପୁଟ ବନ୍ଦ କରି ବାଯୁ—ସ୍ତମ୍ଭନରୂପ ଯୋଗାଙ୍ଗ —୧. A religious practice (exercise in breathing) consisting in closeing the nostril and mouth so as to retain the breath taken in for a considerable length of time.

[ଦ୍ର— ପୂରକଦ୍ବାରା ବାମାନାସାପୂଡ଼ା ବାଟେ ପେଟକୁ ପବନ ନେବାକୁ ହୁଏ; କୁମ୍ଭକଦ୍ବାରା ପବନକୁ ନିରୋଧ କରାଯାଏ ଓ ରେଚକ ଦ୍ବରା ଡାହାଣପୁଡ଼ାରେ ପବନ ଛାଡ଼ିବାକୁ ହୁଏ]

୨: ସ୍ତମ୍ଭର ମୂଳଦେଶ —୧. Base of a column.