କୁମ୍ଭକାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭକାର
ଉଚ୍ଚାରଣ: Kumbhakāra

ସଂ. ବି. (କୁମ୍ଭ+କୃ ଧାତୁ+ କର୍ତ୍ତୃ. ଅ) —

୧: ମାଟିପାତ୍ର ତିଆରି କରିବା ଜାତି; କୁମ୍ଭାର —୧. Potter.

কুমার कुम्हार

କୁମ୍ଭକାରୀ କୁମ୍ଭକାରିକାସ୍ତ୍ରୀ

୨: ସଙ୍କରଜାତିବିଶେଷ — ୨. Name of a mixed caste.

୩: ବିପ୍ରଔରସରେ ବୈଶ୍ୟା ଗର୍ଭଜାତ ସନ୍ତାନ — ୩. A son born of a B&aline;i̱ṡya woman by a Brāhamṇa male.