କୁରଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରଟ
ଉଚ୍ଚାରଣ: Kuraṭa

ସଂ. ବି. (କୁ=କୁତ୍ସିତ+ରଟ୍ ଧାତୁ=କହିବା+କର୍ମ. ଅ) —

ମୋଚି —Shoe-maker.