କୁରଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରଳ
ଉଚ୍ଚାରଣ: Kuraḻa

ସଂ. ବି. (କୁର୍ ଧାତୁ+କର୍ତ୍ତୃ. ଅଳ) —

୧: କୁରର ପକ୍ଷୀ; କ୍ରୌଞ୍ଚ ପକ୍ଷୀ — ୧. The Osprey.

୨: ଅଳକ; ଚୂର୍ଣ୍ଣକୁନ୍ତଳ; କପାଳ ଉପରେ ଝୁଲି ପଡ଼ିଥିବା ଛୋଟ ବାଳ — ୨. A curl; a lock of hair; ringlets of hair dropping down the forehead.

ପ୍ରାଦେ. (ସିଂହଭୂମ) ବି —

ପଟାମଇ — A plank-ladder for levelling the ploughed field.