Jump to content

କୁରାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରାନ୍
ଉଚ୍ଚାରଣ: Kurān

ବୈଦେ. ବି.—(ଆ.) —

କୋରାନ୍ — The quoran.

[ଦ୍ର—ଏହା ଆରବୀ ଭାଷାର ଗ୍ରନ୍ଥ, ଏହା ମୁସଲ୍ମାନଙ୍କ ଧର୍ମଗ୍ରନ୍ଥ ମୁସଲ୍ମାନ୍ମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ଏ ଗ୍ରନ୍ଥଲିଖିତ ବାକ୍ୟ— ମାନଙ୍କୁ ଦୂତ ଜେବ୍ରୀଯେଲଙ୍କଦ୍ବାରା ହଜ୍ରତ୍ ମହମ୍ମଦଙ୍କ ନିକଟ କହି ପଠାଇଥିଲେ ଏ ଗ୍ରନ୍ଥ ୩: ଭାଗରେ ବିଭକ୍ତ ପ୍ରତି ଭାଗକୁ 'ପରା' କହନ୍ତି ପାରାମାନଙ୍କରେ ଥିବା ଭିନ୍ନ ଶ୍ଳୋକକୁ 'ସୂରା' କହନ୍ତି 'କୁରାନ୍' ଗ୍ରନ୍ଥକୁ ମାନ୍ୟରେ ମୁସଲ୍ମାନମାନେ 'କୁରାନ୍ ସରିଫ' 'କୁରାନ ମଜୀଦ୍' ବୋଲି ଡାକନ୍ତି]