କୁରୁଡଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରୁଡଙ୍ଗ
ଉଚ୍ଚାରଣ: Kurudaṅga

ପ୍ରାଦେ. (ଗଡ଼ଜାତ) ବି —

ଏକପ୍ରକାର ବନ୍ୟ ଗଛ — A kind of wild tree.

[ଦ୍ର—ଏହାର ଫଳକୁ କୁଟି ଜଳାଶୟାଦିର ପାଣିରେ ପକାଇଲେ ତହିଁରେ ମାଛମାନେ ବଉଳି ଯାଇ ଭାସି ଉଠନ୍ତି]