କୁରୁଣି
ଦେଖଣା
କୁରୁଣି —
ଉଚ୍ଚାରଣ: Kuruṇi
কুরুনী
डाढ़ी
ଦେ. ବି —
ସନ୍ନ୍ୟାସୀ ବ୍ରହ୍ମଚାରୀ ପ୍ରଭୃତିଙ୍କର ବ୍ୟବହୃତ ପାତ୍ର— ବିଶେଷ (ଗୋପୀନାଥ ନନ୍ଦ) — A pot used by anchorites.
ତମ୍ବା ଗଡୁ ପବିତ୍ର କାଖେଣ ବେଦ ପୋଥି କୁରୁଣି ପିଠିପିଢ଼ା କରେଣ ଗଡୁପାତ୍ରୀ ସାରଳା. ମହାଭାରତ
ପ୍ରାଦେ. (ମେଦିନୀପୁର) ବି —
କୋରଣା; କଖାରୁ ଓ ନଡ଼ିଆ ଆଦି କୋରିବାର ହାତ—କୋରଣା —A hand-scraper for scraping the soft contents of cocoanut etc.