କୁରୁଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରୁଣି
ଉଚ୍ଚାରଣ: Kuruṇi
কুরুনী डाढ़ी

ଦେ. ବି —

ସନ୍ନ୍ୟାସୀ ବ୍ରହ୍ମଚାରୀ ପ୍ରଭୃତିଙ୍କର ବ୍ୟବହୃତ ପାତ୍ର— ବିଶେଷ (ଗୋପୀନାଥ ନନ୍ଦ) — A pot used by anchorites.

ତମ୍ବା ଗଡୁ ପବିତ୍ର କାଖେଣ ବେଦ ପୋଥି କୁରୁଣି ପିଠିପିଢ଼ା କରେଣ ଗଡୁପାତ୍ରୀ ସାରଳା. ମହାଭାରତ

ପ୍ରାଦେ. (ମେଦିନୀପୁର) ବି —

କୋରଣା; କଖାରୁ ଓ ନଡ଼ିଆ ଆଦି କୋରିବାର ହାତ—କୋରଣା —A hand-scraper for scraping the soft contents of cocoanut etc.