କୁରୁଳି
ଦେଖଣା
କୁରୁଳି —
ଉଚ୍ଚାରଣ: Kuruḻi
ଦେ. ବି. (ସଂ. କୁରଳ) —
୧: କୁରଳ ୨: (ଦେଖ) ୧. Kuraḻa ୨ (See)
କେ ବୋଇଲା ଏହାର କତୁରା କୁରୁଳୀ ସାରଳା. ମହାଭାରତ. ବନ
୨: (ସଂ. କୋଳାହଳ; କୁର୍ ଧାତୁ=ଶବ୍ଦ କରିବା; କଲ୍ଲୋଳ)—ହାସ୍ୟଯୁକ୍ତ ଚିତ୍କାର — ୨. A joyous loud laughter.
କେହୁ କହନ୍ତି କେହୁ ପାରନ୍ତି କୁରୁଳି ସାରଳା. ମହାଭାରତ. ବିରାଟ
୩: ହାସ୍ୟ ଓ ଚିତ୍କାର ଯୁକ୍ତ ଲମ୍ଫନ — ୩. Leaping with joy while uttering sounds.
୪: ଚାଷର ଉପକରଣବିଶେଷ; ମଇ — ୪. A material of husbandry resembling a ladder.
ପ୍ରାଦେ. (ସିଂହଭୂମ) ବି —
ରାକଶି (ଦେଖ) Rākaṡi (See)