କୁରୁଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରୁଳି
ଉଚ୍ଚାରଣ: Kuruḻi

ଦେ. ବି. (ସଂ. କୁରଳ) —

୧: କୁରଳ ୨: (ଦେଖ) ୧. Kuraḻa ୨ (See)

କେ ବୋଇଲା ଏହାର କତୁରା କୁରୁଳୀ ସାରଳା. ମହାଭାରତ. ବନ

୨: (ସଂ. କୋଳାହଳ; କୁର୍ ଧାତୁ=ଶବ୍ଦ କରିବା; କଲ୍ଲୋଳ)—ହାସ୍ୟଯୁକ୍ତ ଚିତ୍କାର — ୨. A joyous loud laughter.

କେହୁ କହନ୍ତି କେହୁ ପାରନ୍ତି କୁରୁଳି ସାରଳା. ମହାଭାରତ. ବିରାଟ

୩: ହାସ୍ୟ ଓ ଚିତ୍କାର ଯୁକ୍ତ ଲମ୍ଫନ — ୩. Leaping with joy while uttering sounds.

୪: ଚାଷର ଉପକରଣବିଶେଷ; ମଇ — ୪. A material of husbandry resembling a ladder.

ପ୍ରାଦେ. (ସିଂହଭୂମ) ବି —

ରାକଶି (ଦେଖ) Rākaṡi (See)