କୁର୍ସି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁର୍ସି
ଉଚ୍ଚାରଣ: Kursi
ক্রুসী कोसोँ

ବୈଦେ. ବି. (ଆ) —

କୁର୍ଚି (ଦେଖ) kurchi (See)

ପ୍ରାଦେ. ବି. (ଫ୍ରେଞ୍ଚ. କ୍ରୋଶୋ) —

ଉଲ୍ ବୁଣିବା ଛୁଞ୍ଚି — Crochet.

ଦେ. ବି. —

୧: (ସଂ. କୃଷି) କୃଷି —୧. Agriculture.

୨: ଫସଲ — ୨. Crop.