କୁଲୁପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲୁପ
ଉଚ୍ଚାରଣ: Kulupa

ପ୍ରାଦେ. (ବାଲେଶ୍ବର) ବି.—(ତୁଳ. ବଂ. କୁଲୁପ୍; ହି. କୁଲୁପ; ଆ. କୁଫଳ୍) —

କୋଲପ —Padlock.

ବ୍ରହ୍ମକୁ ଦେଖିବ ଯେବେ ଫିଟାଅ କୁଲୁପ ପ୍ରାଚୀ. ବ୍ରହ୍ମନିରୁପଣଗୀତା

[ଦ୍ର—ବାଲେଶ୍ବର ଅଞ୍ଚଳରେ ଓକାରାଦ୍ୟ ଶବ୍ଦକୁ ଉକାରାଦ୍ୟ କରି ଉଚ୍ଚାରଣ କରନ୍ତି ଯଥା—ଗୋଡକୁ—ଗୁଡ; ଚୋରକୁ— ଚୁର; କୋଲପକୁ—କୁଲୁପ; ଗୋଟାଏକୁ—ଗୁଟାଏ; ଗୋଲକୁ— ଗୁଲ]