କୁଲ୍ହବୁବାତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲ୍ହବୁବାତ୍
ଉଚ୍ଚାରଣ: Kulhabubāt
কূরহবুবাত্ कुलहबुबात्

ବୈଦେ. ବି. (ଫା) (କଚିରିଆ ଭାଷା; କବଲାରେ ବ୍ୟବହୃତ) —

କୌଣସି ସମ୍ପତ୍ତିରେ ଥିବା କୌଣସି ବ୍ୟକ୍ତିର ସମଗ୍ର ସ୍ବତ୍ବ ଓ ସ୍ବାମିତ୍ବ —The right, title and interest of a person in a property.