Jump to content

କୁଳସ୍ଥିତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳସ୍ଥିତି
ଉଚ୍ଚାରଣ: Kuḻasthiti

ସଂ. ବି—(୬: ଷ୍ଠୀ ତତ୍; କୁଳ+ସ୍ଥିତି) —

୧: ବଂଶର ପୁରାତନତ୍ବ — ୧. An antiquity of a family.

୨: ବଂଶର ବୃଦ୍ଦି —୨. Increase of a family.

୩: କୁଳଧର୍ମ; କୁଳାଚାର —୩. Family status; family observances.