କୁଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳିଆ
ଉଚ୍ଚାରଣ: Kuḻiā

ଦେ. ବି —

୧: କୁଳମଣୀର ଡାକ ନାମ — ୧. Name of calling Kuḻamaṇi.

୨: କୁଲିଆ (ଦେଖ) Kuliā (See)

ଦେ. ବିଣ. —

(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)କୂଳବର୍ତୀ; କୁଳସ୍ଥ — Situated on the bank.

(ଯଥା—ନଇକୂଳିଆ)

ପ୍ରାଦେ. (ବାଲେଶ୍ବର) ବି. —

ଯେଉଁ ଡଙ୍ଗାରେ ତଳି କୋଣଯୁକ୍ତ; ଏରାବାଲା ଡଙ୍ଗା —A cutter.