Jump to content

କୁଳୀନତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳୀନତା
ଉଚ୍ଚାରଣ: Kuḻīnatā

ସଂ. ବି. (କୁଳୀନ+ଭାବେ. ତା) —

ସତ୍କୁଳରେ ଜନ୍ମିବାର ଅବସ୍ଥା —Respectability.

ଦେ. ବି —

ରାଜା ବଲ୍ଲାଲ ସେନଙ୍କ ଦ୍ବାରା ବଙ୍ଗ ଦେଶରେ ପ୍ରବର୍ତ୍ତିତ ଉଚ୍ଚବଂଶ ମର୍ୟ୍ୟାଦା; ବଙ୍ଗଦେଶୀୟ ବ୍ରାହ୍ମଣ ମାନଙ୍କ ମଧ୍ୟରେ କୁଳୀନ ପ୍ରଥା —Kuḻīnism amongst the Brahmans of Bengal; the status of respectability due to being born of a family declared as noble by certain rules promulgated by Raja Ballāla Sena of Bengal.

[ ଦ୍ର—ଏ ପ୍ରଥା ବଙ୍ଗ ଦେଶରେ କ୍ରମଶଃ କମୁଅଛି ଦିନାକେତେ ସମାଜରେ ଏ ପ୍ରଥା ଯୋଗୁଁ ବିଶେଷ ବିଷମୟ ଫଳ ଘଟିଥିଲା; ଅନେକ କନ୍ୟା ଆଜୀବନ କୁମାରୀ ରହୁଥିଲେ ଓ ଅନେକ ବର ବହୁପତ୍ନୀ ବିବାହ କରୁଥିଲେ କୁଳୀନ ବଂଶର କନ୍ୟାପିତା କୁଳୀନ ବର ହସ୍ତରେ କନ୍ୟାକୁ ଦାନ କରିବା ପାଇଁ ସର୍ବସ୍ବାନ୍ତ ହେଉଥିଲେ ]