କୁଶମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶମ
ଉଚ୍ଚାରଣ: Kuṡama

ପ୍ରାଦେ. (ଗଡ଼ଜାତ) ବି —

ମଦ୍ୟବିଶେଷ (ଏହାକୁ ଛୋଟ ଜାତିର ଲୋକେ ପିଅନ୍ତି) —A kind of intoxicating drink.