କୁହାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହାର
ଉଚ୍ଚାରଣ: Kuhāra

ପ୍ରାଦେ. (ଗଞ୍ଜାମ) ବି —

ଗାଇ ରଖିବା ସ୍ଥାନ; ଗୁହାଳ; ଗୋଠ — Cattle-pen.