Jump to content

କୁହେଳିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହେଳିକା
ଉଚ୍ଚାରଣ: Kuheḻikā
কুয্রাশা कुहरा

ସଂ. ବି. ସ୍ତ୍ରୀ (କୁ=ପୃଥିବୀ+ହେଡ଼ ଧାତୁ=ବେଷ୍ଟନ କରିବା+କର୍ତ୍ତୃ ଅକ+ସ୍ତ୍ରୀ. ଆ) —

୧: କୁହୁଡ଼ି; କୁଜ୍ଝଟିକା —୧. Fog; mist.

୨: ମେଘ —୨. Cloud.