କୂଟସ୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଟସ୍ଥ
ଉଚ୍ଚାରଣ: Kūṭastha

ସଂ. ବିଣ. (କୂଟ+ସ୍ଥା ଧାତୁ+କର୍ତ୍ତୃ. ଅ) —

୧: ଏକ ଭାବଯୁକ୍ତ —୧. Uniform.

୨: ସନାତନ; ନିତ୍ୟ — ୨. Eternal; existing from time immemorial.

୩: ଶିଖରରେ ଅବସ୍ଥିତ — ୩. Situate at the top.

୪: ଅପରିବର୍ତ୍ତନୀୟ —୪. Unchangeable.

ସଂ. ବି —

ପରଂବ୍ରହ୍ମ —The Supreme Soul; the Universal or Super Soul.