କୂଟୟନ୍ତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଟଯନ୍ତ୍ର
ଉଚ୍ଚାରଣ: Kūṭaj̄antra

ସଂ. ବି. (କର୍ମାଧା; କୂଟ+ଯନ୍ତ୍ର) —

୧: ଫାଶ; ପଶୁ ଧରିବା ଜାଲ —୧. A snare.

୨: ଷଡ଼ଯନ୍ତ୍ର —୨. Conspiracy.