କୂବରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂବରୀ
ଉଚ୍ଚାରଣ: Kūbarī

ସଂ. ବି. ସ୍ତ୍ରୀ —

କୁବରର ସ୍ତ୍ରୀ ଲିଙ୍ଗ — Feminine of Kūbara.

ସଂ. ବି. —

୧: ଗାଡ଼ିର ଆଗ ଦଣ୍ଡା ବା ବମ୍; ଝୁରା — ୧. Pole of a carriage.

୨: ବସ୍ତ୍ର ବା କମ୍ବଳାଚ୍ଛାଦିତ ଗାଡ଼ି — ୨. Carrige covered with blanket or cloth.

୩: (କୁବର+ଇନ୍; ୧: ମା. ୧: ବ)— ବଳଦ ଗାଡ଼ି — ୩. Carriage drawn by oxen.