କୃକାଟିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃକାଟିକା
ଉଚ୍ଚାରଣ: Kṛukāṭikā

ସଂ. ବି. ସ୍ତ୍ରୀ. (କୃକ=କଣ୍ଠ+ଅଟ୍ ଧାତୁ=ଗମନ କରିବା +ଅକ+ସ୍ତ୍ରୀ. ଆ) —

୧: ଗ୍ରୀବାର ପଛଆଡ଼ ଉନ୍ନତ ପ୍ରଦେଶ; ବେକଷଣ୍ଢା — ୧. The back or nape of the neck.

କବରୀଭାର ଖସି ତାହାର ଚିମ୍ବିଛି କୃକାଟିକା—ଦୀନକୃଷ୍ଣ. ରସକଲ୍ଲୋଳ

୨: ସ୍ତମ୍ଭର ଗ୍ରୀବାଭାଗ — ୨. The neck of a column.