କୃତବାପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତବାପ
ଉଚ୍ଚାରଣ: Kṛutabāpa
(କୃତବାପା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ବାପ=ମସ୍ତକମୁଣ୍ଡନ)

ଯେଉଁ ବ୍ୟକ୍ତି ମସ୍ତକ ଓ ଶ୍ମଶ୍ରୁ ମୁଣ୍ଡନପୂର୍ବକ ପ୍ରାୟଶ୍ଚିତ୍ତ କରିଅଛି —A patient who has shaved his head and chin during penance.