କୃଶାନୁରେତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଶାନୁରେତା
ଉଚ୍ଚାରଣ: Kṛuṡānuretā

ସଂ. ବି. (ବହୁବ୍ରୀହି କୃଶାନୁ+ରେତସ୍; ଅଗ୍ନି ୟାହାଙ୍କ ରେତଃ ଅଟେ; କିମ୍ବା ଅଗ୍ନି ୟାହାଙ୍କର ରେତଃ ଧାରଣ କରିଥିଲେ) —

ଶିବା; ମହାଦେବ — God Ṡiba.

ସଂ. ବି. (ନାମ) —