କୃଷିକନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷିକନ୍ଦ
ଉଚ୍ଚାରଣ: Kṛushikanda

ସଂ. ବି —

କୃଷିଦ୍ବାରା ଉତ୍ପନ୍ନ ବସ୍ତୁ — Agricultural produce.