କୃଷିଜୀବୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷିଜୀବୀ
ଉଚ୍ଚାରଣ: Kṛushijībī

ସଂ. ବି. (କୃଷି+ଜୀବନ; ୧: ମା.୧: ବ.) —

କୃଷି ୟାହାର ଜୀବିକା; ଚାଷୀ; ଚଷା —Husbandman; farmer.

ସଂ. ବିଣ —

କୃଷି ୟାହାର ଜୀବିକା ଅଟେ — Living on agriculture.