କୃଷିବୃତ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷିବୃତ୍ତି
ଉଚ୍ଚାରଣ: Kṛushibṛutti

ଦେ. ବି. (ସଂ. କୃଷି+ବୃତ୍ତି; ସହଚର) —

କୃଷିବାଡ଼ି (ଦେଖ) Kṛushibāṟḍ̠i (See)

ସଂ. ବି —

କୃଷିରୂପ ଜୀବିକା — Agriculture as one's livehood.

ସଂ. ବି. ଓ ବିଣ. (ବହୁବ୍ରୀହି) —

କୃଷିଜୀବି (ଦେଖ) Kṛushijībī (See)