କୃଷ୍ଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣା
ଉଚ୍ଚାରଣ: Kṛushṇā

ସଂ. ବି. ସ୍ତ୍ରୀ. (କୃଷ୍ଣ+ଆ) —

୧: ଦ୍ରୌପଦୀ; ପାଣ୍ଡବପତ୍ନୀ (କାଳୀ ଥିବାରୁ) — ୧. Dr&aline;&uline;padī the wife of the five Pāṇḍaba brothers (she was of dark complexion).

୨: ଦାକ୍ଷିଣାତ୍ୟର ନଦୀବିଶେଷ — ୨. The river Kṛushṇā in Madras.

[ଦ୍ର—ଏ ନଦୀ ପଶ୍ଚିମ ଘାଟ ମଧ୍ୟରୁ ବାହାରି ହଇଦରାବାଦ ରାଜ୍ୟର ଦକ୍ଷିଣ ବାଟେ ଯାଇ ମଛଲି ପଟ୍ଟମ ଓ ନିଜାମ ପଟଣା ମଧ୍ୟରେ ବଙ୍ଗୋପସାଗରରେ ପଡ଼ିଅଛି ତୁଙ୍ଗଭଦ୍ରା ଓ ଭୀମା ନଦୀମାନ ଏହାର ଉପନଦୀ; ବେଜବାଡ଼ାଠାରେ କଲିକତା ମାନ୍ଦ୍ରାଜ ରେଳ ଲାଇନ ଏହାର ଉପର ଦେଇ ଯାଇଅଛି ଏ ନଦୀ ଦିନ୍ଦୁ- ମାନଙ୍କର ଗୋଟିଏ ତୀର୍ଥ]

୩: ମାନ୍ଦ୍ରାଜର ଏକ ଜିଲ୍ଲା — ୩. A district in Madras.

୪: ପିପ୍ପଳୀ —୪. Long pepper.

୫: ଅଗ୍ନିଙ୍କର ସପ୍ତ ଜିହ୍ବା ମଧ୍ୟରୁ ଏକ — ୫. One of the seven tongues of fire.

୫: ବିଷାକ୍ତ କୀଟବିଶେଷ — ୬. A kind of poisonous insects.

୬: ଦ୍ରାକ୍ଷା ଫଳ —୭. Grape.

୮: ଦୁର୍ଗା — ୮. An epithet of Durgā

ସଂ. ବି. ସ୍ତ୍ରୀ (କୃଷ୍ଣ+ଆ) —

୧: ଗାଢ଼ ନୀଳ —୧. Dark blue.

୨: କୃଷ୍ଣବର୍ଣ୍ଣବିଶିଷ୍ଟ (ସ୍ତ୍ରୀ) — ୨. (female) Black; having dark complexion.