କୃଷ୍ଣାଗୁରୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣାଗୁରୁ
ଉଚ୍ଚାରଣ: Kṛushṇāguru

ସଂ. ବି. (କର୍ମଧା; କୃଷ୍ଣ+ଅଗୁରୁ) —

ଗୁଗ୍ଗୁଳ; ଅଗୁରୁ; ଚନ୍ଦନ; କୃଷ୍ଣଚନ୍ଦନ —Aloes wood; eagle wood used as insense; The Agaelocheum.