କେଇଁବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଇଁବା
ଉଚ୍ଚାରଣ: Keiñbā

ଦେ. କ୍ରି.—(ଧ୍ଵନ୍ୟନୁକରଣ) —

ସକେଇ ହୋଇ କାନ୍ଦିବା — To cry plaintively.