Jump to content

କେଉଁଝର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଉଁଝର
ଉଚ୍ଚାରଣ: Keuñjhara

ଦେ. ବି. (ନାମ) —

କେନ୍ଦୁଝର; ଓଡ଼ିଶାର ଗଡ଼ଜାତ- ବିଶେଷ —Keonjhar; a faudatory state of Orissa.

[ଦ୍ର—ଅତି ପ୍ରାଚୀନ କାଳରେ ଏହା ମଯୁରଭଞ୍ଜ ଅନ୍ତର୍ଗତ ଥିଲା ଦୁଇ ଶତାଧିକ ବର୍ଷ ପୂର୍ବେ ଏ ରାଜ୍ୟର ପ୍ରଜାମାନେ ପାହାଡ଼ ଓ ଜଙ୍ଗଲ ପାର ହୋଇ ମଯୁରଭଞ୍ଜ ଯିବା ଆସିବା ଅସୁବିଧାଜନକ ଦେଖି ମଯୁରଭଞ୍ଜ ରାଜବଂଶରୁ ଜଣେ ରାଜପୁତ୍ରଙ୍କୁ ଚୋରାଇ ଆଣି ଆପଣାର ରାଜା କଲେ ସେହିଦିନୁ କେନ୍ଦୁଝର ସ୍ବତନ୍ତ୍ର ରାଜ୍ୟ ହେଲା କୃପାସିନ୍ଧୁ ଉତ୍କଳ ଇତିହାସ]