କେଣେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଣେ
ଉଚ୍ଚାରଣ: Keṇe
কোথায় कहाँ

ଦେ. କ୍ରି. ବିଣ —

୧: କେଉଁଠାକୁ? —୧. Whereto?

୨: କେଉଁଠାରେ? —୨. In what place? where?

୩: ଅନ୍ୟ କୌଣସି ସ୍ଥାନକୁ — ୩. Anywhere elsc.

ଜୀବିତେ କେଣେ ନ ୟିବି, ଭାବେ ମଜ୍ଜିବି—ଭଞ୍ଜ. ପ୍ରେମସୁଧାନିଧି

ପ୍ରାଦେ. (ଗଞ୍ଜାମ) ଅ —

କାହିଁକି? (ଗୋପୀନାଥ ନନ୍ଦ) — Why?