କେଣେ
ଦେଖଣା
କେଣେ —
ଉଚ୍ଚାରଣ: Keṇe
কোথায়
कहाँ
ଦେ. କ୍ରି. ବିଣ —
୧: କେଉଁଠାକୁ? —୧. Whereto?
୨: କେଉଁଠାରେ? —୨. In what place? where?
୩: ଅନ୍ୟ କୌଣସି ସ୍ଥାନକୁ — ୩. Anywhere elsc.
ଜୀବିତେ କେଣେ ନ ୟିବି, ଭାବେ ମଜ୍ଜିବି—ଭଞ୍ଜ. ପ୍ରେମସୁଧାନିଧି
ପ୍ରାଦେ. (ଗଞ୍ଜାମ) ଅ —
କାହିଁକି? (ଗୋପୀନାଥ ନନ୍ଦ) — Why?