Jump to content

କେତେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେତେ
ଉଚ୍ଚାରଣ: Kete
কত कितना

ଦେ. ସର୍ବନାମ. (ସଂ. କତି) —

୧: କି ପରିମାଣ? —୧. How much?

କହ ବିଚାରି ସତେ ଯୁବତୀ ଧୃତି କେତେ କବିସୂର୍ଯ୍ୟ. କୁଶୋରୀଚମ୍ଫୂ,ର ଗୀତ

୨: କି ସଂକ୍ଷକ? —୨. How many?

୩: ଅତ୍ୟଳ୍ପ ପରିମିତ;ଅଳ୍ପ —୩. Very little.

୪: ଅତ୍ୟଳ୍ପ ସଂକ୍ଷକ —୪. A few.

୫: ଅତ୍ୟଧିକ ପରିମିତ —୫. Too much.

ହଟ ନାଟ କାହିଁ କେତେ କରନ୍ତି ଅଭିମନ୍ଯୁ. ବିଦଗ୍ଧ ଚିନ୍ତାମଣି

୬: ଅତ୍ୟଧିକ ସଂକ୍ଷକ;ଅନେକ — ୬. Too many.

୭: ଅଗଣିତ —୭. Countless.

୮: ଅପରିମିତ —୮. Immeasurable.

ଦେ. ଅ —

କି ଯାଏ ?—It matters little.

(ଯଥା—ସେ ଥିଲେ କେତେ ଗଲେ କେତେ.)

[ଦ୍ର—ଏହି ଶବ୍ଦଚି ଦିଗ,ଦେଶ,ସ୍ଥାନ,ଦୂରତ୍ବ,ପରିମାଣ,ମୂଲ୍ୟ ଇତ୍ୟାଦି ଅର୍ଥରେ ପ୍ରଯୁକ୍ତ ହୁଏ]