କେତେ
ଦେଖଣା
କେତେ —
ଉଚ୍ଚାରଣ: Kete
কত
कितना
ଦେ. ସର୍ବନାମ. (ସଂ. କତି) —
୧: କି ପରିମାଣ? —୧. How much?
କହ ବିଚାରି ସତେ ଯୁବତୀ ଧୃତି କେତେ କବିସୂର୍ଯ୍ୟ. କୁଶୋରୀଚମ୍ଫୂ,ର ଗୀତ
୨: କି ସଂକ୍ଷକ? —୨. How many?
୩: ଅତ୍ୟଳ୍ପ ପରିମିତ;ଅଳ୍ପ —୩. Very little.
୪: ଅତ୍ୟଳ୍ପ ସଂକ୍ଷକ —୪. A few.
୫: ଅତ୍ୟଧିକ ପରିମିତ —୫. Too much.
ହଟ ନାଟ କାହିଁ କେତେ କରନ୍ତି ଅଭିମନ୍ଯୁ. ବିଦଗ୍ଧ ଚିନ୍ତାମଣି
୬: ଅତ୍ୟଧିକ ସଂକ୍ଷକ;ଅନେକ — ୬. Too many.
୭: ଅଗଣିତ —୭. Countless.
୮: ଅପରିମିତ —୮. Immeasurable.
ଦେ. ଅ —
କି ଯାଏ ?—It matters little.
(ଯଥା—ସେ ଥିଲେ କେତେ ଗଲେ କେତେ.)
[ଦ୍ର—ଏହି ଶବ୍ଦଚି ଦିଗ,ଦେଶ,ସ୍ଥାନ,ଦୂରତ୍ବ,ପରିମାଣ,ମୂଲ୍ୟ ଇତ୍ୟାଦି ଅର୍ଥରେ ପ୍ରଯୁକ୍ତ ହୁଏ]