କେତ୍ରୁଙ୍ଗା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେତ୍ରୁଙ୍ଗା
ଉଚ୍ଚାରଣ: Ketṛruṅgā

ପ୍ରାଦେ. (ଗଡ଼ଜାତ) ବି —

ଓଡ଼ିଶା ଗଡ଼ଜାତରେ ଜନ୍ମିବା କାଠଗଛବିଶେଷ —A timber tree; Gardenia Latifolia.