କେଦାର ନାଥ
ଦେଖଣା
କେଦାର ନାଥ —
ଉଚ୍ଚାରଣ: Kedāra nātha
ସଂ. ବି —
୧: କାଶ୍ମୀରର ଉତ୍ତରରେ ହିମାଳୟର ଉଚ୍ଚ ଶୃଙ୍ଗବିଶେଷ (୨୪: ) ଫୁଟ ଉଚ୍ଚ) — ୧. Name of a high peak at Himalayas.
୨: କେଦାର ନାଥ ଶୃଙ୍ଗରେ ଥିବା ଶିବଲିଙ୍ଗ — ୨. Name of an idol of Siba in the peak of Kedāranātha.