କେନା କେନା କରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନା କେନା କରି
ଉଚ୍ଚାରଣ: Kenākenākari

ଦେ. କ୍ରି. ବିଣ —

ତନ୍ନ ତନ୍ନ କରି; ପୁଙ୍ଖାନୁପୁଙ୍ଖ ଭାବରେ —Thoroughly; minutely.