କେନ୍ଦରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦରିବା
ଉଚ୍ଚାରଣ: Kendaribā

ଦେ. କ୍ରି —

କେନ୍ଦରେଇବା ୨: (ଦେଖ) Kendreibā ୨ (See)

ପ୍ରାଦେ. (ସମ୍ବଲପୁର) କ୍ରି (ସଂ. କେନ୍ଦ୍ର) —

ଘୁରିଘୁରି ଗତି କରିବା; ଏକ ସ୍ଥାନରୁ କେନ୍ଦ୍ର କରି ବୁଲିବା — To move in a zigzag course.