କେନ୍ଦରେଇବା
ଦେଖଣା
କେନ୍ଦରେଇବା —
ଉଚ୍ଚାରଣ: Kendreibā
ଦେ. କ୍ରି —
୧: ଖେଳରେ ଜିତିବା ସକାଶେ ଗୋଳାଇବା ବା ଧପ୍ପାବାଜି କରିବା; ଗେନ୍ଦରେଇବା — ୧. To use unfair means in a game or play.
୨: (ସଂ. କନ୍ଦଳ) ୟାଦୁ, କାଛୁ, କୁଣ୍ଡିଆ ଆଦି ପାଚି ପୂଜ— ପାଣି ଦେବା ଓ ଘାଆ ହେବା —୨. To ulcerate (said of sores, ringworm or itches turning watery).
ପ୍ରାଦେ. (ଗଡ଼ଜାତ; ସମ୍ବଲପୁର) କ୍ରି (ସଂ. କେନ୍ଦ୍ର) —
୧: କୋଣ ଭାଙ୍ଗି ଗତି କରିବା — ୧. To turn a corner while moving.
୨: ବକ୍ରଗତି କରିବା —୨. To take a zigzag course; to move in a round about course.