Jump to content

କେନ୍ଦ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେନ୍ଦ୍ର
ଉଚ୍ଚାରଣ: Kendra

ସଂ. ବି. (ଏ ଶବ୍ଦ ଗ୍ରୀକ୍ କେଣ୍ଡସ୍ ଶବ୍ଦରୁ ସଂସ୍କୃତକୁ ଆସିଅଛି; (M.W.)

୧: ବୃତ୍ତର ଠିକ୍ ମଧ୍ୟବିନ୍ଦୁ; ଗୋଲ ବସ୍ତୁର ଠିକ୍ ମଧ୍ୟବିନ୍ଦୁ — ୧. Centre of a circle; focus.

୨: ପୃଥିବୀର ଉତ୍ତର ଓ ଦକ୍ଷିଣର ପ୍ରାନ୍ତବିନ୍ଦୁ — ୨. North and south poles of the globe.

୩: (ଜ୍ଯୋତିଷ) ଜନ୍ମଲଗ୍ନର ଚତୁର୍ଥ, ସପ୍ତମ ବା ଦଶମ ସ୍ଥାନ — ୩. (astrology) The distance of a planet from the first point of its orbit in the fourth, seventh or tenth degree (M.W.)

୪: (ଜ୍ଯୋତିଷ) ସୂର୍ଯ୍ୟଙ୍କଠାରୁ ଗ୍ରହାଦିର ଦୂରତ୍ବ — ୪. (astronomy) The distance of a planet or star from the sun.

୫: (ଜ୍ଯୋତିଷ) ମନୁଷ୍ୟର ଜନ୍ମ ସମୟରେ ଗ୍ରହନକ୍ଷତ୍ରାଦିଙ୍କର ଆପେକ୍ଷିକ ଅବସ୍ଥାନ — ୫. (astrology) The relative position or distance of planets at one's birth.

୬: (ଜ୍ଯୋତିଷ) ମନୁଷ୍ୟର ଜନ୍ମଲଗ୍ନ — ୬. (astrology) The planet which is in the ascendant at the time of a man's birth.

୭: କେନ୍ଦ୍ରସ୍ଥଳ; କୌଣସି ବିଷୟ ବା ବସ୍ତୁ ସଂଗୃହୀତ ହେବାର ପ୍ରଧାନ ସ୍ଥାନ; ବାଣିଜ୍ୟ ଓ ବିଦ୍ୟାଚର୍ଚ୍ଚା ଆଦିରେ ପ୍ରଧାନ ସ୍ଥାନ — ୭. Chief seat; emporium; central place.

୮: କେନ୍ଦ୍ରର ସମୀକରଣ — ୮. The eqation of the centre (M.W.).

ଦେ. ବି —

୧: ଖେଳ ଜିତିବା ପାଇଁ କରାଯିବା ନାନାଦି କୂଟ ବା ଉପାୟ — ୧. Unfair means used in a games; stratagem.

ଖେଳରେ ବସି ନେଲା ଲଗାଇ ନାନା କେନ୍ଦ୍ର ସାରଳା. ମହାଭାରତ

୨: କେନ୍ଦ୍ରି (ଦେଖ) ୨. Kendri (See)