କେବଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେବଳୀ
ଉଚ୍ଚାରଣ: Kebaḻī

ସଂ. ବି. (କେବଳ+ଈ) —

୧: ଆତ୍ମା ଓ ଦେହ ଏକ ଥିବା ବିଷୟକ ମତ ବା ବିଶ୍ବାସ —

୧. The doctrine that spirit and matter are one and the same.

୨: ଜ୍ଯୋତିଷ ବିଦ୍ୟା — ୨. Astronomical science.

୩: ଧ୍ୟାନରତ ଯୋଗୀ — ୩. A meditative ascetic (M.W.).

୪: (କେବଳ ଜ୍ଞାନବିଶିଷ୍ଟ) ଅର୍ହତ୍ — ୪. A Jaina saint.

(କେବଳିନୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କେବଳ+ଇନ୍. ୧: ମା. ୧: ବ) —

୧: ଏକାକୀ —୧. Alone; single; solitary.

୨: ଯେଉଁ ଲୋକ ଆତ୍ମା ଓ ଦେହ ଏକ ବୋଲି ବିଶ୍ବାସ କରେ —୨. Believing in the doctrine of absolute unity of spirit and matter.

୩: ଏକମାତ୍ର —୩. Sole; one; only (M.W.)