କେରଫୁଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେରଫୁଲା
ଉଚ୍ଚାରଣ: Keraphulā

ପ୍ରାଦେ. (ବାଲେଶ୍ବର) ବିଣ —

ଯେଉଁ ଲୋକ ଜୀବନକୁ ସୁଖସ୍ବାଛନ୍ଦ୍ୟମୟ ଜୀବନ ବୋଲି ଗ୍ରହଣ କରେ — (a person) Who takes life easily (i.e. thinks that life is not a serious affair.