କେରାଣ୍ଡି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେରାଣ୍ଡି
ଉଚ୍ଚାରଣ: Kerāṇḍi
পুঁচি; পুঠী पुठिआ

ଦେ. ବି. (ସଂ. କରାଣ୍ଡୀ; ଅନ୍ୟ ସଂ. ନାମ ପ୍ରୋଷ୍ଠୀ) —

କରାଣ୍ଡି; ଏକପ୍ରକାର କ୍ଷୁଦ୍ର କାତି ଥିବା ଚେପ୍ଟା ମାଛ — Barbus chola; a small flat fish of the fry kind.

[ଦ୍ର—ଏମାନଙ୍କର କାତି ଈଷତ୍ ଲାଲ୍; ଏମାନେ ଚାରି ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼ାନ୍ତି ଏହି ଜାତୀୟ ଏକପ୍ରକାର ବଡ଼ ମାଛଙ୍କୁ ଛେଲା— କେରାଣ୍ଡି (ବଂ. ସରଣାପୁଠି) କହନ୍ତି ଛେଲାକେରାଣ୍ଡି ପ୍ରାୟ ବାର ଇଞ୍ଚ ବଢ଼େ କେରାଣ୍ଡି ମାଛକୁ ଶୁଖାଇ ପିତାଶୁଖୁଆ କରାଯାଏ ଏହା ତିକ୍ତକଟୁ ମଧୁର ରସ, ଶୁକ୍ରଜନକ, କଫବାତନାଶକ, ସ୍ନିଗ୍ଧ, ମୁଖ ଓ କଣ୍ଠରୋଗନାଶକ]

ପ୍ରାଦେ. (ମେଦିନୀପୁର) ବି —

ତେଲୁଣିପୋକ — Milliped; galley-worm.