କେଲାଣ୍ଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଲାଣ୍ଟି
ଉଚ୍ଚାରଣ: Kelāṇṭi

ପ୍ରାଦେ. (ଗଡ଼ଜାତ) ବି —

ଗୋବରା ଚଢେଇ ପରି ଏକପ୍ରକାର ପକ୍ଷୀ —A species of bird.

[ ଦ୍ର—ଗୋବରା ଚଢ଼େଇ ପରି ଏହାର ପଛପଟରେ ନାଲିଆ ରୋମ ଏବଂ ମୁଣ୍ଡରେ କଲାଚୂଳ ଥାଏ ଏହାର ବର୍ଣ୍ଣ କଳା ଓ ଏହାର ପେଟ ପାଖ ଧଳା; ଦେହର ବର୍ଣ୍ଣ ପାଉଁଶିଆ]