କେଲାଣ୍ଟି
ଦେଖଣା
କେଲାଣ୍ଟି —
ଉଚ୍ଚାରଣ: Kelāṇṭi
ପ୍ରାଦେ. (ଗଡ଼ଜାତ) ବି —
ଗୋବରା ଚଢେଇ ପରି ଏକପ୍ରକାର ପକ୍ଷୀ —A species of bird.
[ ଦ୍ର—ଗୋବରା ଚଢ଼େଇ ପରି ଏହାର ପଛପଟରେ ନାଲିଆ ରୋମ ଏବଂ ମୁଣ୍ଡରେ କଲାଚୂଳ ଥାଏ ଏହାର ବର୍ଣ୍ଣ କଳା ଓ ଏହାର ପେଟ ପାଖ ଧଳା; ଦେହର ବର୍ଣ୍ଣ ପାଉଁଶିଆ]