କେଳୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଳୁଣୀ
ଉଚ୍ଚାରଣ: Keḻuṇī

ଦେ. ବି. ସ୍ତ୍ରୀ —

୧: କେଲାଜାତୀୟା ସ୍ତ୍ରୀ — ୧. A female of the Keḻā class.

[ ଦ୍ର—ଏମାନେ ନାଟ କରନ୍ତି, ମାଇପଙ୍କ ଦେହରେ ଚିତା କୁଟନ୍ତି, ଭିକ ମାଗନ୍ତି]

୨: (ଗାଳିରେ ବ୍ୟବହୃତ; ଲକ୍ଷଣାର୍ଥ) ନିର୍ଲଜ୍ଜା ସ୍ତ୍ରୀ — ୨. A shameless woman; immodest woman.

୩: (ଗାଳି) ଯେଉଁ ସ୍ତ୍ରୀ ସର୍ବଦା ଅନ୍ତଃପୁରରେ ନ ରହି ଦାଣ୍ଡକୁ ବାହାରେ — ୩. (a term of abuse) A woman who does not observe the Purdah system.

ପ୍ରାଦେ. (ଗଡ଼ଜାତ) ବି —

ମାଙ୍କଡ଼ି ୨: (ଦେଖ) Mākaṟḍ̠i ୨ (See)