କେଳୁଣୀ
Appearance
କେଳୁଣୀ —
ଉଚ୍ଚାରଣ: Keḻuṇī
ଦେ. ବି. ସ୍ତ୍ରୀ —
୧: କେଲାଜାତୀୟା ସ୍ତ୍ରୀ — ୧. A female of the Keḻā class.
[ ଦ୍ର—ଏମାନେ ନାଟ କରନ୍ତି, ମାଇପଙ୍କ ଦେହରେ ଚିତା କୁଟନ୍ତି, ଭିକ ମାଗନ୍ତି]
୨: (ଗାଳିରେ ବ୍ୟବହୃତ; ଲକ୍ଷଣାର୍ଥ) ନିର୍ଲଜ୍ଜା ସ୍ତ୍ରୀ — ୨. A shameless woman; immodest woman.
୩: (ଗାଳି) ଯେଉଁ ସ୍ତ୍ରୀ ସର୍ବଦା ଅନ୍ତଃପୁରରେ ନ ରହି ଦାଣ୍ଡକୁ ବାହାରେ — ୩. (a term of abuse) A woman who does not observe the Purdah system.
ପ୍ରାଦେ. (ଗଡ଼ଜାତ) ବି —
ମାଙ୍କଡ଼ି ୨: (ଦେଖ) Mākaṟḍ̠i ୨ (See)