କେଶରପାଣ୍ଡିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶରପାଣ୍ଡିଆ
ଉଚ୍ଚାରଣ: Keṡarapāṇḍiā

ପ୍ରାଦେ. (ଆଳି) ବି —

ବାଟଛାପୁଲି (ଦେଖ) Bātachhāpuli (See)

ପ୍ରାଦେ. (ପୁରୀ) ବି —

ଚକ୍ରବାଳ ପକ୍ଷୀ — The Ruddy Goose.