କୋ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋ
ଉଚ୍ଚାରଣ: Ko
কো को

ପ୍ରାଦେ. (ଗଞ୍ଜାମ ଓ ସମ୍ବଲପୁର) ସର୍ବ (ସଂ.କିମ୍)

କେଉଁ — What; which.

ବୈଦେ. (ଇଂ.) ବି. ସାଂକେତିକ ଚିହ୍ନ —

କେମ୍ପାନୀ ବା ବାଣିଜ୍ୟ— ସଂଘ—(ଯଥା. ବ୍ରଜଲାଲ ଲାଭଜୀ ଆଣ୍ଡ୍ କୋ) — An abbreviation for 'Company' (e.g. Vrajalal Lavji & Co.)