କୋ
ଦେଖଣା
କୋ —
ଉଚ୍ଚାରଣ: Ko
কো
को
ପ୍ରାଦେ. (ଗଞ୍ଜାମ ଓ ସମ୍ବଲପୁର) ସର୍ବ (ସଂ.କିମ୍)
କେଉଁ — What; which.
ବୈଦେ. (ଇଂ.) ବି. ସାଂକେତିକ ଚିହ୍ନ —
କେମ୍ପାନୀ ବା ବାଣିଜ୍ୟ— ସଂଘ—(ଯଥା. ବ୍ରଜଲାଲ ଲାଭଜୀ ଆଣ୍ଡ୍ କୋ) — An abbreviation for 'Company' (e.g. Vrajalal Lavji & Co.)