କୋ'ଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋ'ଠା
ଉଚ୍ଚାରଣ: Ko'ṭhā

ପ୍ରାଦେ. (ଗଞ୍ଜାମ) ସର୍ବ —

କେଉଁ ସ୍ଥାନ? — What place?.

[ଦ୍ର—ଏହି ଶବ୍ଦରେ ଭିନ୍ନ ଭିନ୍ନ ବିଭକ୍ତି ମଧ୍ୟ ଯୁକ୍ତ ହୁଏ; ଯଥା— କୋ'ଠାକୁ, କୋ'ଠାରୁ, କୋ'ଠାର, କୋ'ଠାରେ ଇତ୍ୟାଦି]