Jump to content

କୋଇଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଇଲି
ଉଚ୍ଚାରଣ: Koili
কোএল कोयल

ଦେ. ବି. (ସଂ. କୋକିଳ) —

୧: କୋକିଳ; ପିକ — ୧. The Indian cuckoo; the sweet warbler of India; Koel; Endynamis Honorota.

আমেরশাঁষ गिरो; गृदा; कोइली

୨: ଆମ୍ବଟାକୁଆ ମଧ୍ୟରେ ଥିବା ଶସ — ୨. The kernel inside the mango-seed.

୩: କୋକିଳକୁ ସମ୍ବୋଧନ କରି ରଚିତ ହୋଇଥିବା କରୁଣରସାତ୍ମକ ପ୍ରାଚୀନ ଓଡ଼ିଆ ଚଉତିଶାବିଶେଷ (ଯଥା— କେଶବକୋଇଲି, କାନ୍ତକୋଇଲି, ବାରମାସୀକୋଇଲି) — ୩. A class of Oria poems with ୩୪ stanzas addressed to the cuckoo.