କୋଇଲି
ଦେଖଣା
କୋଇଲି —
ଉଚ୍ଚାରଣ: Koili
কোএল
कोयल
ଦେ. ବି. (ସଂ. କୋକିଳ) —
୧: କୋକିଳ; ପିକ — ୧. The Indian cuckoo; the sweet warbler of India; Koel; Endynamis Honorota.
আমেরশাঁষ
गिरो; गृदा;
कोइली
୨: ଆମ୍ବଟାକୁଆ ମଧ୍ୟରେ ଥିବା ଶସ — ୨. The kernel inside the mango-seed.
୩: କୋକିଳକୁ ସମ୍ବୋଧନ କରି ରଚିତ ହୋଇଥିବା କରୁଣରସାତ୍ମକ ପ୍ରାଚୀନ ଓଡ଼ିଆ ଚଉତିଶାବିଶେଷ (ଯଥା— କେଶବକୋଇଲି, କାନ୍ତକୋଇଲି, ବାରମାସୀକୋଇଲି) — ୩. A class of Oria poems with ୩୪ stanzas addressed to the cuckoo.